ବାଣ ବିସ୍ଫୋରଣରେ ଚିକିତ୍ସାଧିନ ୪ ବର୍ଷର ଶିଶୁ ମୃତ, ଅନ୍ୟ ୨ ଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ

Published By : Prameya-News7 Bureau | November 05, 2021 IST

ଆଠଗଡ଼ ୫।୧୧: ଆଠଗଡ ତିଗିରିଆ ବ୍ଲକ୍ ବାଣେଶ୍ବରପଡ଼ା ଗାଁର ବାଣ ବିସ୍ଫୋରଣ ପରେ ଗୁରୁତର ଥିବା ଶିଶୁର ମୃତ୍ୟୁ ହୋଇଛି ।  ଚିକିତ୍ସାଧୀନ ଅବସ୍ଥାରେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସାଧୀନ ଥିଲା  । ଅନ୍ୟ ଦୁଇ ଜଣ ଏବେବି ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି । ଗତ ୩ ତାରିଖରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.