ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

Published By : Prameya-News7 Bureau | January 17, 2021 IST

ଭୁବନେଶ୍ବର ୧୭/୦୧: ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଡଦ୍ୟମ ହୋଇଥିବା ଜଣାପଡ଼ିଛି। ନିରଞ୍ଜନଙ୍କ କାର ଅଟକାଇ ୪ ଦୁର୍ବୃତ୍ତ ଆକ୍ରମର କରିବାକୁ ଉଦ୍ୟମ କରିଥିଲେ। କେନ୍ଦୁଝରର କାଶୀପୁରରେ ଏହି ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଏନେଇ ନିରଞ୍ଜନଙ୍କ ପିଏସଓ ଓ ଡ୍ରାଇଭର ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.