Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାତିରୁ ଆସନ୍ତା ସୋମବାର ଯାଏଁ ରାଜଧାନୀରେ ସମ୍ପୂର୍ଣ୍ଣ କର୍ଫ୍ୟୁ
  • ||
  • ‘ଡୋମିନସ୍ ଇଣ୍ଡିଆ’ ଉପରେ ସାଇବର୍ ଆଟାକ୍, ବିପଦରେ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଡାଟା
  • ||
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||

ଭଞ୍ଜନଗରରେ ଛତୁ ଖାଇ ୪ଜଣ ଅସୁସ୍ଥ

2/07/2019 at 7:10 PM

ଗଞ୍ଜାମ  ୨/୭: ଭଞ୍ଜନଗରରେ ଛତୁ ଖାଇ ୪ଜଣ ଅସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା  ଭଞ୍ଜନଗର ତାରସିଙ୍ଗି ଥାନା କାଦମୁଣ୍ଡି ଗ୍ରାମର ଦୁଇଟି ପରିବାରର ତିନି ଜଣ ମହିଳା ଏବଂ ଜଣେ ପୁରୁଷ ଅସୁସ୍ଥ ହୋଇଛନ୍ତି । ସେମାନେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ଅଛି, ସେମାନେ କେଉଁ ଛତୁ ଖାଇଛନ୍ତି ଜଣା ପଡ଼ିନାହିଁ ।

   Related Posts