Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା କମିଶନ ପାଇଁ ୪ ଜଣ ମନୋନୀତ

21/11/2019 at 9:33 PM

ଭୁବନେଶ୍ୱର ୨୧।୧୧ – ମହିଳା କମିଶନ ସଦସ୍ୟା ପାଇଁ ୪ ଜଣଙ୍କ ମନୋନୀତ କରାଯାଇଛି । ଏମାନେ ହେଲେ ସ୍ନେହାଞ୍ଜଳୀ ମହାନ୍ତି ,ଜଲିନା ପ୍ରିୟ ଦର୍ଶିନୀ, ସ୍ୱର୍ଣ୍ଣଲତା ସାମଲ ଓ ଆରତୀ ସଂ ।

ଏମାନେ ୩ ବର୍ଷ ପାଇଁ ମହିଳା କମିଶନ ସଦସ୍ୟା ଭାବେ କାର୍ଯ୍ୟ ତୁଲାଇବେ ।

   Related Posts