ମହିଳା କମିଶନ ପାଇଁ ୪ ଜଣ ମନୋନୀତ

Published By : Prameya-News7 Bureau | November 21, 2019 IST

ଭୁବନେଶ୍ୱର ୨୧।୧୧ - ମହିଳା କମିଶନ ସଦସ୍ୟା ପାଇଁ ୪ ଜଣଙ୍କ ମନୋନୀତ କରାଯାଇଛି । ଏମାନେ ହେଲେ ସ୍ନେହାଞ୍ଜଳୀ ମହାନ୍ତି ,ଜଲିନା ପ୍ରିୟ ଦର୍ଶିନୀ, ସ୍ୱର୍ଣ୍ଣଲତା ସାମଲ ଓ ଆରତୀ ସଂ ।

ଏମାନେ ୩ ବର୍ଷ ପାଇଁ ମହିଳା କମିଶନ ସଦସ୍ୟା ଭାବେ କାର୍ଯ୍ୟ ତୁଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.