Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

୪୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ

4/12/2020 at 10:37 AM

ଭୁବନେଶ୍ବର୪/୧୨: ୪ ୬୦ କେଜି ଚନ୍ଦନ କାଠ ଜବତ। ସୂଚନା ମୁତାବକ ଏସଟିଏଫ ଓ ଟାଙ୍ଗୀ ପୋଲିସ ମିଳିତ ଚଢ଼ଉ କରି ସଫା ଜଙ୍ଗଲରୁ ଚନ୍ଦନ କାଠ ଜବତ କରିଛି। ଏ ସଂପର୍କରେ ଏସଟିଏଫ ଅଧିକାରୀୟମାନେ ବେପାରୀ ବେଶରେ ପହଞ୍ଚି ତିନି ଜଣ ଚନ୍ଦନ କାଠ ମାଫିଆଙ୍କୁ ଗିରଫ କରିଥିଲେ।

ମୁଲଚାଲ କରିବା ବେଳେ ପୂର୍ବ ଯୋଜନା ମୁତାବକ ଟାଙ୍ଗୀ ପୋଲିସ ଓ ଏସଟିଫ ଟିମ୍ ତିନି ଜଣ କାଠ ମାଫିଆଙ୍କୁ ଗିରଫ କରିଥିଲା। ଏହି ବିପୁଳ ପରିମାଣର ଚନ୍ଦନ କାଠ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଆଗକୁ ଏହି ଚଢାଉ ଜାରି ରହିବ। ବଡକଥା ହେଉଛି ଡାଳିଯୋଡା ରେଞ୍ଜରେ ଚନ୍ଦନ କାଠ ଶାଗୁଆନ କାଠର ଚୋରା ଚାଲଣ ହେଉଥିବା ବେଳେ ବନବିଭାଗ କିଭଳି ଟେର୍ ପାଉନି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏକ ମାସ ମଧ୍ଯରେ ଦୁଇଦୁଇ ଥର ଶାଗୁଆନ କାଠ ଓ ଚନ୍ଦନକାଠ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

   Related Posts