କରୋନା ନେଲା ଆଉ ୪ ମୁଣ୍ଡ, ମୃତ୍ୟୁସଂଖ୍ୟା ୫୨ ଛୁଇଁଲା

ଭୁବନେଶ୍ୱର, ୦୯|୦୭:  ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରୁ ଭଦ୍ରକ ଜିଲ୍ଲାରୁ ଜଣେ ଥିବା ବେଳେ ଗଞ୍ଜାମରୁ ୩ଜଣ ରହିଛନ୍ତି । ମୃତ୍ୟୁବରଣ କରିଥିବା ୪ ଆକ୍ରାନ୍ତ ହେଲେ ଭଦ୍ରକର ଜଣେ ୫୮ ବର୍ଷର ବ୍ୟକ୍ତି । ସେ ମଧୁମେହ ଓ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ଜଣେ ୫୮ ବର୍ଷର ବ୍ୟକ୍ତି ଯିଏକି ଯକ୍ଷ୍ମା ରୋଗରେ ପୀଡିତ ଥିଲେ, ମଧୁମେହ ଓ ହାଇପରଟେନସରେ ଶିକାର … Continue reading କରୋନା ନେଲା ଆଉ ୪ ମୁଣ୍ଡ, ମୃତ୍ୟୁସଂଖ୍ୟା ୫୨ ଛୁଇଁଲା