Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବିରୂପା ନଦୀକୂଳ ଘାଟରେ ଡ଼ଙ୍ଗା ବୁଡ଼ି, ୪ ନିଖୋଜ…

8/03/2020 at 3:53 PM

ସାଲେପୁର୮/୩: ସାଲେପୁରରେ ଘଟିଛି ଅଭାବନୀୟ ଘଟଣା।

ବିରୂପା ନଦୀକୂଳ ଘାଟରେ  ଡ଼ଙ୍ଗା ବୁଡ଼ି ୪ ନିଖୋଜ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ  ସାଲେପୁରର ନରଦା ପଞ୍ଚାୟତ ନାଳିକୂଳ ଘାଟରେ ଡ଼ଙ୍ଗାଟି ବୁଡ଼ି ଯାଇଥିଲା। ଦୋଳ ବିମାନ ନେଇ ୫୦ ଜଣ ଯାତ୍ରୀ ଆସୁଥିବା ବେଳେ ନଦୀ ମଝିରେ ହଠାତ ଡ଼ଙ୍ଗା ବୁଡ଼ି ଯାଇଥିଲା।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଏପରି କି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

   Related Posts