Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଘରକୁ ଫେରିଲେ ୪ ଅପହୃତ

22/04/2018 at 7:16 AM

ମାଓବାଦୀଙ୍କ ଦ୍ୱାରା ଅପହୃତ ୪ଜଣ ଘରକୁ ଫେରିଛନ୍ତି
କଳାହାଣ୍ଡି ତ୍ରିଲୋଚନପୁରର ୪ଜଣଙ୍କୁ ଗତ ୧୯ତାରିଖ ରାତିରେ ମାଓବାଦୀମାନେ ଅପହରଣ କରିନେଇଥିଲେ
ଆଜି ସେମାନଙ୍କୁ ମାଓବାଦୀମାନେ ଛାଡ଼ିଯାଇଛନ୍ତି
ସମସ୍ତଙ୍କୁ ମାଓବାଦୀ ପ୍ରବଳ ମାଡ ମାରିଛନ୍ତି
ଏହା ସହ ପୋଲିସ ଇନଫର୍ମର କାର୍ଯ୍ୟରୁ ନିବୃତ ରହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି
କିନ୍ତୁ ଏସବୁକୁ ଖଣ୍ଡନ କରୁଛନ୍ତି ଅପହୃତ ଓ ତାଙ୍କ ପରିବାର ଲୋକେ
ମାଓବାଦୀଙ୍କ ଭୟରେ ସେମାନେ ମୁହଁ ଖୋଲୁନଥିବା ଜଣା ପଡିଛି

Leave a Reply

   Related Posts