Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ହିନ୍ଦୋଳ ବନାଞ୍ଚଳରୁ ୪ ଶିକାରୀ ଗିରଫ, ଜବତ ହେଲା ୧୦ କେଜି ବାରହା ମାଂସ

1/08/2021 at 11:05 PM

ଢେଙ୍କାନାଳ, ୦୧।୦୮: ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି କରୁଥିଲେ ବିକ୍ରି । ଆଉ ଏହି ସମୟରେ ବନ କର୍ମଚାରୀ ମାନେ କରିଛନ୍ତି ଚଢ଼ାଉ । ଫଳରେ ଚାରି ଜଣ ଶିକାରୀ ବନ କର୍ମଚାରୀଙ୍କ ହାତରେ କାବୁ ହୋଇଥିବା ବେଳେ ୧୦କେଜି ଵାରହା ମାଂସ ଜବତ କରିଛି ବନବିଭାଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କଇ ସଂରକ୍ଷିତ ଜଙ୍ଗଲର ଓସ୍ତପାଳ ନିକଟରୁ ବନକର୍ମଚାରି ମାନେ ଏହି ୪ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।

ଗିରଫ ଶିକାରୀମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ଗ୍ରାମର ସନ୍ତୋଷ ବେହେରା, ଓସ୍ତପାଳର ଗଙ୍ଗାଧର ପ୍ରଧାନ, କଣ୍ଟାପାଳର ସୁଶାନ୍ତ ପ୍ରଧାନ ଓ ବାଲିମି ଥାନା ଅନ୍ତର୍ଗତ ଗୁରିଲୋ ଗ୍ରାମର କୁମୁଦ ସାମଲ ବୋଲି ଜଣାପଡିଛି । ତାଙ୍କଠାରୁ ୧୦କିଲୋଗ୍ରାମ ବାରହା ମାଂସ, ଚମଡା ଓ ଶିକାର ସାମଗ୍ରୀ ଆଦି ଜବତ କରିଛନ୍ତି ହିନ୍ଦୋଳ ବନକର୍ମଚାରୀ ।

   Related Posts