Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୪ ଯୁବତୀ ଗିରଫ

8/02/2019 at 5:13 PM

ବ୍ରହ୍ମପୁର ୮|୨: ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୪ ଯୁବତୀ ଗିରଫ । ବ୍ରହ୍ମପୁର ସାଇବର ଥାନା ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିଛି । କେବେଳ ବ୍ରହ୍ମପୁର ନୁହେଁ ରାଜ୍ୟ ବାହାରୁ ମଧ୍ୟ ଏମାନେ ସାଉଥ୍ ଇଣ୍ଡିଆ ଫାଇନାନ୍ସ କମ୍ପାନୀ ନାଁରେ ଠକେଇ କରିଛନ୍ତି ।

ବ୍ରହ୍ମପୁରର ଦୀପକ ପଣ୍ଡା ନାମକ ଜଣେ ଯୁବକଙ୍କ ଠାରୁ ଏମାନେ ଟଙ୍କା ଠକିଥିଲେ । ଘଟଣାକୁ ନେଇ ସାଇବର ପୋଲିସର ଦ୍ବାରସ୍ଥ ହୋଇଥିଲେ ଦୀପକ । ଘଟଣାର ତଦନ୍ତ କରି ସାଇବର ଥାନା ପୋଲିସ ୪ ଜଣ ଯୁବତୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । …

   Related Posts