ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୪ ଯୁବତୀ ଗିରଫ

Published By : Prameya-News7 Bureau | February 08, 2019 IST

ବ୍ରହ୍ମପୁର ୮|୨: ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୪ ଯୁବତୀ ଗିରଫ । ବ୍ରହ୍ମପୁର ସାଇବର ଥାନା ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିଛି । କେବେଳ ବ୍ରହ୍ମପୁର ନୁହେଁ ରାଜ୍ୟ ବାହାରୁ ମଧ୍ୟ ଏମାନେ ସାଉଥ୍ ଇଣ୍ଡିଆ ଫାଇନାନ୍ସ କମ୍ପାନୀ ନାଁରେ ଠକେଇ କରିଛନ୍ତି ।

{"id":83222}

ବ୍ରହ୍ମପୁରର ଦୀପକ ପଣ୍ଡା ନାମକ ଜଣେ ଯୁବକଙ୍କ ଠାରୁ ଏମାନେ ଟଙ୍କା ଠକିଥିଲେ । ଘଟଣାକୁ ନେଇ ସାଇବର ପୋଲିସର ଦ୍ବାରସ୍ଥ ହୋଇଥିଲେ ଦୀପକ । ଘଟଣାର ତଦନ୍ତ କରି ସାଇବର ଥାନା ପୋଲିସ ୪ ଜଣ ଯୁବତୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । …

{"id":83223}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.