Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ହୋଟେଲରୁ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ୪ଯୁବତୀଙ୍କ ସହ ଜଣେ ଯୁବକ

16/03/2019 at 9:13 PM

ରୋହତକ ୧୬/୩- ଆପତ୍ତିଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାରହେଲେ ୪ ଯୁବତୀ । ଏହି ଚାରିଜଣଙ୍କ ଭିତରୁ ଜଣେ ବିଦେଶୀ ଯୁବତୀ ଥିବା ଜଣାପଡ଼ିଛି ।

ହରିୟାଣା ରୋହତକର ଏକ ହୋଟେଲରେ ବିଳମ୍ବିତ ରାତିରେ ପୋଲିସ କରିଥିଲା ଚଢ଼ଉ । ଏହି ଚଢ଼ଉ ବେଳେ ଆପତ୍ତିଜନକ ଅବସ୍ଥାରେ ୪ଜଣ ଯୁବତୀ ଓ ଜଣେ ଯୁବକଙଗକୁ ପୋଲିସ କରିଥିଲା ଗିରଫ । ଏହି ଗିରଫ ଯୁବତୀଙ୍କ ମଧ୍ୟରେ ଜଣେ ଉଜବେକିସ୍ତାନର ବୋଲି ଜଣାପଡ଼ିଛି ।

ହୋଟେଲରେ ଦେହ ବ୍ୟବସାୟ ଚାଲିବା ନେଇ ପଲୋସ ପାଖରେ ଆଗରୁ ଖବର ଥିଲା । ସ୍ଥାନୀୟ ଲୋକ ପୋଲିସରେ ଅନେକଥର ମଧ୍ୟ ଅଭିଯୋଗ ଆଣିଥିଲେ । ପୋଲିସ ପାଖରେ ସେମିତି କିଛି ସୁରାକ ନଥିବାରୁ ଏହି ଘଟଣାରେ କିଛି ହାତ ଲଗାଇପାରୁ ନଥିଲା ।

ଶୁକ୍ରବାର ବିଳମ୍ବିତ ରାତିରେ ହୋଟେଲରେ ଚଢ଼ଉବେଳେ ଉଦ୍ଧାର ଯୁବତୀଙ୍କ ସହିତ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଥିଲା । ବିଦେଶୀ ଯୁବତୀଙ୍କ ଭିସା ଯାଂଚ କଲା ପରେ ଅବଧି ସରିଯାଇଥିବା  ଜାଣିବାକୁ ପାଇଥିଲା ପୋଲିସ । ଦେହ ବ୍ୟବସାୟ ପାଇଁ ଯୁବତୀଙ୍କୁ ଅଣାଯାଇଥିବା କଥା ଜଣାପଡ଼ିଛି । ଏବାବଦରେ ହୋଟେଲ ମାଲିକଙ୍କ ବିରୋଧରେ ମାମଲା ରୁଜୁକରିଛି ପୋଲିସ ।   

 

   Related Posts