ସାତକୋଶିଆରେ ୪ ବନ କର୍ମଚାରୀ ନିଖୋଜ
22/10/2018 at 12:02 PM

ଅନୁଗୁଳ ୨୨/୧୦ : ସାତକୋଶିଆରେ ୪ ଜଣ ବନ କର୍ମଚାରୀ ନିଖୋଜ ଥିବା ଜଣାପଡିଛି | ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ନିୟୋଜିତ ଥିଲେ ଏହି ୪ ବନ କର୍ମଚାରୀ | ଗତ ୨୦ ତାରିଖରୁ ଲୋକଙ୍କ ସୁରକ୍ଷା ପାଇଁ ସାତକୋଶିଆକୁ ଯାଇଥିଲେ ୪ ଜଣ କର୍ମଚାରୀ | ୪ ବନ କର୍ମଚାରୀ ସ୍ଥାନୀୟ ବନ ବିଭାଗର ବୋଲି ସୂଚନା ମିଳିଛି | ୪ କର୍ମଚାରୀଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଛି | କର୍ମଚାରୀ ନିଖୋଜ ଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ |
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021