ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

ସାତକୋଶିଆରେ ୪ ବନ କର୍ମଚାରୀ ନିଖୋଜ

22/10/2018 at 12:02 PM

ଅନୁଗୁଳ ୨୨/୧୦ : ସାତକୋଶିଆରେ ୪ ଜଣ ବନ କର୍ମଚାରୀ ନିଖୋଜ ଥିବା ଜଣାପଡିଛି | ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ନିୟୋଜିତ ଥିଲେ ଏହି ୪ ବନ କର୍ମଚାରୀ | ଗତ ୨୦ ତାରିଖରୁ ଲୋକଙ୍କ ସୁରକ୍ଷା ପାଇଁ ସାତକୋଶିଆକୁ ଯାଇଥିଲେ ୪ ଜଣ କର୍ମଚାରୀ | ୪ ବନ କର୍ମଚାରୀ ସ୍ଥାନୀୟ ବନ ବିଭାଗର ବୋଲି ସୂଚନା ମିଳିଛି | ୪ କର୍ମଚାରୀଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଛି | କର୍ମଚାରୀ ନିଖୋଜ ଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ |

   Related Posts