ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର : ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

Published By : Prameya-News7 Bureau | October 26, 2020 IST

ପାରାଦୀପ ୨୬।୧୦: ସମୁଦ୍ରରେ ବୁଡି ଗଲା ମାଛଧରା ଟ୍ରଲର । ସମୁଦ୍ର ଭିତରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ଟ୍ରଲର ବୁଡି ଯାଇଥିବା ସୂଚନା ମିଳିଛି । ଟ୍ରଲରରେ ଥିବା ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବା ବେଳେ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.