୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

Published By : Prameya-News7 Bureau | May 27, 2020 IST

ବାଲିପାଟଣା ୨୭।୫: ରାଜସ୍ଵ ନିରୀକ୍ଷକଙ୍କ ସରକାରୀ ବାସଭବନରୁ ନାଗସାପ ଉଦ୍ଧାର । ବାଲିଅନ୍ତା ପ୍ରତାପ ଶାସନ ରାଜସ୍ଵ ନିରୀକ୍ଷକ ସାରଦା ପତିଙ୍କ ସରକାରୀ ବାସଭବନରେ ନାଗ ସାପଟି ପଶି ଯାଇଥିଲା ।

{"id":276654,"sizeSlug":"large"}

ସାରଦା ନାଗ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ସେ ତୁରନ୍ତ ସ୍ନେକ୍ ହେଲପ୍ ଲାଇନ୍ କୁ ଫୋନ୍ କରି ଜଣାଇଥିଲେ । ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଁଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ । ନାଗ ସାପଟିର ଲମ୍ବ ୪ ଫୁଟ । ବହି ଥାକରେ ଲୁଚି ରହିଥିଲା ସାପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.