ସମ୍ବଲପୁରରୁ କୁଚିଣ୍ଡାରୁ ୪ ଡକାୟତ ଗିରଫ; ୨୨୭୦୦ ଟଙ୍କା ଜବତ
5/06/2018 at 11:30 AM

ସମ୍ବଲପୁରରୁ କୁଚିଣ୍ଡା ଜମନକିରାରୁ ୪ କୁଖ୍ୟାତ ଡକାୟତ ଗିରଫ | ଗତକାଲି ରାତିରେରେ ବିଭିନ୍ନ ଗାଁରୁ ଚଢ଼ାଉ କରି ଡକାୟତଙ୍କୁ ଗିରଫ କରିଛି ପୋଲିସ | ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ନଗଦ ୨୨୭୦୦ ଟଙ୍କା, ୩ ଟି ବ୍ୟାଗ ଜବତ କରିଛି ପୋଲିସ | ଘଟଣାସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଛି |
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021