Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରରୁ କୁଚିଣ୍ଡାରୁ ୪ ଡକାୟତ ଗିରଫ; ୨୨୭୦୦ ଟଙ୍କା ଜବତ

5/06/2018 at 11:30 AM

ସମ୍ବଲପୁରରୁ କୁଚିଣ୍ଡା ଜମନକିରାରୁ ୪ କୁଖ୍ୟାତ ଡକାୟତ ଗିରଫ | ଗତକାଲି ରାତିରେରେ ବିଭିନ୍ନ ଗାଁରୁ ଚଢ଼ାଉ କରି ଡକାୟତଙ୍କୁ ଗିରଫ କରିଛି ପୋଲିସ | ସେମାନଙ୍କ ଠାରୁ ଗୋଟିଏ ବୋଲେରୋ, ନଗଦ ୨୨୭୦୦ ଟଙ୍କା, ୩ ଟି ବ୍ୟାଗ ଜବତ କରିଛି ପୋଲିସ | ଘଟଣାସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଛି |

Leave a Reply

   Related Posts