ପଣା ପିଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ

Published By : Prameya-News7 Bureau | May 13, 2019 IST

ନୀଳଗିରି ୧୩\୫ : ପଣା ପିଇ ଗୋଟିଏ ପରିବାରର ୪ ଅସୁସ୍ଥ ହୋଇପଡିଛନ୍ତି । ଘଟଣା ନୀଳଗିରି ଉପଖଣ୍ଡ ଔପଦା ବ୍ଲକର ହାଟସାହି ଗାଁର । ପଣା ପିଇ ଝାଡା ବାନ୍ତିରେ ଗୋଟିଏ ପରିବାରର ୨ ମହିଳାଙ୍କ ସମେତ ୪ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.