୪ ଆନ୍ତଃରାଜ୍ୟ ATM ଲୁଟେରା ଗିରଫ

Published By : Prameya-News7 Bureau | December 20, 2019 IST

ସମ୍ବଲପୁର୨୦/୧୨: ସମ୍ବଲପୁର ପୁଲିସ୍‌  ୪ ଆନ୍ତଃରାଜ୍ୟ ATM ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ସମ୍ବଲପୁରର ବାସିନ୍ଦା ହୋଇଥିବ ବେଳେ ଅନ୍ୟ ୨ ଜଣା ବିହାରରୁ ଆସିଥିବା ପୁଲିସ କହିଛି। ହେଲେ ଏ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଓ ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୁଲିସ୍‌ । ସେମାନଙ୍କ ନିକଟରୁ ୧.୪୬ ଲକ୍ଷ ଟଙ୍କା, ATM ସ୍କିମର, କାର୍ଡ ରିଡର ସହ । ୩୪ଟି ATM କାର୍ଡ ଆଦି ଜବତ ହୋଇଛି। ପୁଲିସ ଏନେଇ ଖୋଳତାଡ଼ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.