Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବାରହା ମାଂସ ଜବତ: ୪ ଗିରଫ

10/12/2019 at 5:14 PM

ଢ଼େଙ୍କାନାଳ ୧୦/୧୨: ବାରହା ମାଂସ ଜବତ ହେବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ବନଖଣ୍ଡ ମହବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ଆମ୍ବପଳାଶ ଗ୍ରାମ ନିକଟସ୍ଥ କ୍ଷେତ୍ରା ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁର୍ବୁତ୍ତମାନଙ୍କୁ ଗିରଫ କରିଛି ବନ ବିଭାଗ ।

 ୪ ଗିରଫ ଦୁର୍ବୁତ୍ତମାନେ ହେଲେ ପରଜଙ୍ଗ ଥାନା ବରକଟା ଗ୍ରାମର ପ୍ରଦୀପ ଖଣ୍ଡାୟତ ,ଦାମୋଦର ଖଣ୍ଡାୟତ ,ସତ୍ୟେନ୍ଦ୍ର ଖଣ୍ଡାୟତ ଓ ଦୁଃଖବନ୍ଧୁ ପୂର୍ତ୍ତି । ଦୁର୍ବୁତ୍ତମାନେ ଗତ ୮ ତାରିଖ ଦିନ ରାତିରେ କ୍ଷେତ୍ରା ଜଙ୍ଗଲରେ ବାରହା ବମ୍ ଖଞ୍ଜିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ମହବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ୧୨ କିଲୋଗ୍ରାମ ବାରହା ମାଂସ ଜବତ କରିବା ସହ ଦୁର୍ବୁତ୍ତମାନଙ୍କୁ କାବୁ କରି କୋର୍ଟ ଚାଲାଣ କରିଛନ୍ତି ।

   Related Posts