ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

Published By : Prameya-News7 Bureau | January 13, 2020 IST

ଯାଜପୁର ୧୩/୧: ଯାଜପୁର ବଇରି ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରୁ ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି।

{"id":210508,"sizeSlug":"large"}

ନକଲି କାରଖାନା ଚାଲୁଥିବା ଖବର ପାଇଁ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଓ ଡିଏସ୍‌ପି ଦୀପକ ଗୋଚ୍ଛାୟତଙ୍କ ସହାୟତାରେ ଚଢାଉ କରିଥିଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ। ଆଜି  ଭୋରରୁ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ।

{"id":210509,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.