Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୟୁରଭଞ୍ଜରେ ଭୂକମ୍ପ ଝଟ୍‌କା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୪

20/04/2019 at 8:58 AM

ମୟୁରଭଞ୍ଜ ୨୦|୪:  ମୟୁରଭଞ୍ଜରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବହଳଦା, ବିଶୋଇ, ଗୋରୁମହିଷାଣୀ ଓ ରାଇରଙ୍ଗପୁର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୬ଟା ୧୫ରୁ ୬ଟା ୨୦ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଝାଡଖଣ୍ଡର ଷଢେଇକଳା ଅଞ୍ଚଲରେ ଭୂକମ୍ପର କେନ୍ଦ୍ରସ୍ଥଳ । ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୪.୪ ଥିଲା । ଭୂକମ୍ପ ଫଳରେ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

   Related Posts