ଆଇଏଏସ ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ ଓ ୫୦ ଲକ୍ଷ ଟଂକା ଜୋରିମାନା

Published By : Prameya-News7 Bureau | September 24, 2018 IST

ଭୁବନେଶ୍ବର୨୪| ୯: ଓଏଚଆରଡିସି ପ୍ଲାଟ ଦୁର୍ନୀତି ମାମଲାରେ ଆଇଏଏସ  ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜମିମାନା  ହୋଇଛି। ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଏହି ରାୟ ଦେଇଛନ୍ତି । ବିନୋଦକୁମାରଙ୍କ ସହ ଆଉ ୬ଜଣଙ୍କୁ ମଧ୍ୟ ଏହି ମାମଲାରେ ଅଦାଲତ ସମାନ ଦଣ୍ଡ ଶୁଣାଇଛି। ତେବେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଦାଲତ ।ବିନୋଦ କୁମାର ନାଁରେ ୨୨ଟି ମାମଲା ରୁଜୁ ହୋଇଥିଲା । ୨୦୦୧ ମସିହାରେ ବିନୋଦ କୁମାର ଓଏଚଆରଡିସର ଏମଡି ଥିବାବେଳେ କୋଟିଏ ଦୁଇ ଲକ୍ଷ ଟଂକାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.