Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଗୁରୁ ପୂର୍ଣ୍ଣିମାରେ ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ : ଜାଣନ୍ତୁ କ’ଣ ରହିଛି ଖାସ୍

28/06/2020 at 3:04 PM

ନୂଆଦିଲ୍ଲୀ ୨୮/୦୬ : ଆସନ୍ତା ଜୁଲାଇ ଆରମ୍ଭରେ ଚଳିତ ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ପଡିବ | ଜୁଲାଇ ୫ ତାରିଖ, ରବିବାର ଦିନ ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ପଡିବ | ଏହି ଗ୍ରହଣ ଅନେକ ଦୃଷ୍ଟିକୋଣ ରୁ ଖାସ ରହିବ ବୋଲି କୁହାଯାଇଛି | କାରଣ ସାରା ଦେଶ କରୋନା ମହାମାରୀ ଦେଇ ଗତି କରୁଥିବାବେଳେ ଏହି ଚନ୍ଦ୍ର ଗ୍ରହଣ ପୁରୁ ପୁର୍ଣିମା ଭଳି ପବିତ୍ର ପର୍ବରେ ପଡୁଛି | ଏହିଭଳି ସ୍ଥିତିରେ ଗ୍ରହଣକୁ ବୈଜ୍ଞାନିକଙ୍କ ସହ ଜ୍ୟୋତିଷ ବିଶେଷଜ୍ଞ ମଧ୍ୟ ମହତ୍ୱ ଘଟଣା ଭାବେ ଦେଖିଛନ୍ତି | ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ସଂପର୍କରେ ଜାଣନ୍ତୁ ଆବଶ୍ୟକୀୟ ତଥ୍ୟ

ଚନ୍ଦ୍ରଗ୍ରହଣ ସମୟ – ଗୁରୁ ପୁର୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣକୁ ଆମେରିକା, ଦକ୍ଷିଣ-ପଶ୍ଚିମ ୟୁରୋପ ଓ ଆଫ୍ରିକାର କିଛି ଭାଗରେ ଦେଖାଯାଇ ପାରିବ | ଚନ୍ଦ୍ରଗ୍ରହଣର ଅଦ୍ଭୁତ ଦୃଶ୍ୟ ଜୁଲାଇ ୫ ତାରିଖ, ରବିବାର ସକାଳ ୮.୩୮ ମିନିଟରୁ ୧୧.୨୧ ମିନିଟ ମଧ୍ୟରେ ଦେଖାଯାଇ ପାରିବ |

  • ଏହା ଚଳିତ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ | ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ |
  • ଉପଛାୟା ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ ପରିକ୍ରମା କରୁଥିବା ସମୟରେ ପୃଥିବୀ ଛାୟା ଅଂଶରେ ଚନ୍ଦ୍ରମା ଆସିଥାଏ | ସେଥିପାଇଁ ଚନ୍ଦ୍ରମା ଉପରେ ପଡୁଥିବା ସୂର୍ଯ୍ୟ କିରଣ କିଛି ମାତ୍ରାରେ କଟିଲା ଭଳି ପ୍ରତୀତ ହୋଇଥାଏ | ଏହି ଗ୍ରହଣର ଉପଛାୟାକୁ ଚନ୍ଦ୍ରଗ୍ରହଣ କୁହାଯାଏ |
  • ଚନ୍ଦ୍ରଗ୍ରହଣ ରବିବାର ସକାଳ ୮ଟା ୩୭ ମିନିଟରୁ ୧୧ଟା ୨୨ ମିନିଟ ପର୍ଯ୍ୟନ୍ତ ଦେଖାଦେବ |
  • ବିଶେଷଜ୍ଞଙ୍କ ଅନୁସାରେ ଗ୍ରହଣ ୧୦ଟା ସମୟରେ ଚରମ ସୀମାରେ ପହଞ୍ଚିବ |
  • ଚନ୍ଦ୍ରଗ୍ରହଣର ଦୃଶ୍ୟ ଆମେରିକା, ଦକ୍ଷିଣ-ପଶ୍ଚିମ ୟୁରୋପ ଓ ଆମେରିକାର କିଛି ଅଂଶରେ ଦୃଶ୍ୟମାନ ହେବ | 
  • ହିନ୍ଦୁ ପାଞ୍ଜି ଅନୁସାରେ, ଏହି ଉପଛାୟା ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ପୂର୍ବାସା ନକ୍ଷତ୍ର, ଶୁକ୍ଳ ପକ୍ଷ ପୂର୍ଣ୍ଣମୀରେ ଘଟିତ ହେବ | ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ସମୟରେ ଧନୁ ରାଶି ଜାତକଙ୍କ ଜୀବନରେ ଅନେକ ମହତ୍ଵପୁର୍ଣ ପରିବର୍ତ୍ତନ ହୋଇପାରେ | 

   Related Posts