ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ସିରିଜ୍ : ତୃତୀୟ ଦିନରେ ୯ରନ୍‌ରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା

Published By : Prameya-News7 Bureau | October 21, 2019 IST

ରାଞ୍ଚି ୨୧।୧୦: ରାଞ୍ଚି ଟେଷ୍ଟ ତୃତୀୟ ଦିନ। ପ୍ରଥମ ଇନିଂସରେ ଭାରତ ୯ ୱିକେଟରେ ୪୯୭ ରନ୍ କରି ପାଳି ଘୋଷଣା କରିଛି। ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି ଦକ୍ଷିଣ ଆଫ୍ରିକା।  ୯ ରନରେ ଦକ୍ଷିଣ ଆଫ୍ରିକା ଦୁଇଟି ୱିକେଟ ହରାଇ ସଙ୍କଟରେ ପଡିଛି ।

ଓପନର ଏଲଗାର ଆଜି ଖାତା ଖୋଲି ପାରିନଥିଲେ। ମହମ୍ମଦ ସାମିଙ୍କ ବୋଲିଂରେ ୱିକେଟ୍ କିପର ରିଦ୍ଧିମାନ ଶାହାଙ୍କ ଦ୍ବାରା  କ୍ୟାଚ୍ ଆଉଟ୍ ହୋଇଥିଲେ ଏଲଗାର। ତୃତୀୟ ଦିନରେ ୯ ରନ୍ ରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.