ପୁରୀ ନାବାଳିକା ଗଣ ଦୁଷ୍କର୍ମ ମାମଲାରୁ ତୃତୀୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 06, 2019 IST

ପୁରୀ - ପୁରୀରେ ପୁଲିସ କ୍ୱାଟର୍ସରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାର ତୃତୀୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ
ଓ ରାଜେଶ ସେଠୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଯାଇଛି ।
ରାମଚନ୍ଦ୍ର ପ୍ରଧାନକୁ ବ୍ରହ୍ମଗିରି ଥାନା ଆଳିଆପୁଟୁରୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.