ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ,ଶୌଚହେବାକୁ ଯାଇଥିବା ସମୟରେ ଘଟିଥିଲା ଅଘଟଣ
27/03/2019 at 8:45 PM

ଦାରିଙ୍ଗିବାଡ଼ି ୨୭/୩- ଦାରିଙ୍ଗିବାଡ଼ି ପର୍ତ୍ତମାହା ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ୩ ନାବାଳିକା ମୃତ୍ୟୁ । ଶୌଚହେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ମୃତକ ତିନିଜଣ ହେଲେ ମେନକା ନାୟକ, ରେଣୁକା ନାୟକ ଓ ଲିସା ସେନାପତି ।
Related Posts
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021