ପୁଣି ଡ଼ଙ୍ଗାରେ ଫେରୁଛନ୍ତି ୩୯ ଜଣ ମତ୍ସ୍ୟଜୀବି!

Published By : Prameya-News7 Bureau | April 26, 2020 IST

ବ୍ରହ୍ମପୁର୨୬/୪: ପୁଣି ୩୯ ଜଣ ମତ୍ସ୍ୟଜୀବି ଜଳ ପଥରେ ଫେରୁଛନ୍ତି । ଚେନ୍ନାଇରୁ ଫେରୁଥିବା ସୂଚନା ମିଳିଛି । ଗୋଟିଏ ଡଙ୍ଗାରେ ଫେରୁଥିବା ସୂଚନା ମିଳିଛି । ଓଡିଶା ଗଞ୍ଜାମ ଜିଲ୍ଲାର ୨୪ ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୫ ଜଣ ଫେରୁଥିବା ଜଣାପଡିଛି। ଓଡିଶା ଗଞ୍ଜାମ ଜିଲ୍ଲା ରାମେୟାପାଟଣାର ୧୧ ଜଣ, ପାତି ସୋନପୁରର ୯ ଜଣ, ମାର୍କଣ୍ଡିର ୩ ଜଣ ଏବଂ ଦିଗିପୁର୍‌ର ଜଣେ ଥିବା ସୂଚନା ମିଳିଛି । ପୂର୍ବରୁ ଗୋଟିଏ ଡଙ୍ଗାରେ ୨୭ ଜଣ ଫେରି ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ଏବେ ପୁଣି ଆଉ ଏକ ଡଙ୍ଗାରେ ୩୯ ଜଣ ଫେରୁଥିବା ଖବର ଶୁଣି ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି।

{"id":260680,"sizeSlug":"large"}
{"id":260681,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.