Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୁଣି ଡ଼ଙ୍ଗାରେ ଫେରୁଛନ୍ତି ୩୯ ଜଣ ମତ୍ସ୍ୟଜୀବି!

26/04/2020 at 10:20 PM

ବ୍ରହ୍ମପୁର୨୬/୪: ପୁଣି ୩୯ ଜଣ ମତ୍ସ୍ୟଜୀବି ଜଳ ପଥରେ ଫେରୁଛନ୍ତି । ଚେନ୍ନାଇରୁ ଫେରୁଥିବା ସୂଚନା ମିଳିଛି । ଗୋଟିଏ ଡଙ୍ଗାରେ ଫେରୁଥିବା ସୂଚନା ମିଳିଛି । ଓଡିଶା ଗଞ୍ଜାମ ଜିଲ୍ଲାର ୨୪ ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୫ ଜଣ ଫେରୁଥିବା ଜଣାପଡିଛି। ଓଡିଶା ଗଞ୍ଜାମ ଜିଲ୍ଲା ରାମେୟାପାଟଣାର ୧୧ ଜଣ, ପାତି ସୋନପୁରର ୯ ଜଣ, ମାର୍କଣ୍ଡିର ୩ ଜଣ ଏବଂ ଦିଗିପୁର୍‌ର ଜଣେ ଥିବା ସୂଚନା ମିଳିଛି । ପୂର୍ବରୁ ଗୋଟିଏ ଡଙ୍ଗାରେ ୨୭ ଜଣ ଫେରି ଆନ୍ଧ୍ରପ୍ରଦେଶରୁ ଫେରିଥିଲେ। ଏବେ ପୁଣି ଆଉ ଏକ ଡଙ୍ଗାରେ ୩୯ ଜଣ ଫେରୁଥିବା ଖବର ଶୁଣି ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି।

   Related Posts