Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କରୋନା କାଳରେ ଦୈନିକ ୩୪ ଛାତ୍ରଛାତ୍ରୀ ହାରୁଥିଲେ ଜୀବନ, ବର୍ଷକରେ ଆତ୍ମହତ୍ୟା ମାମଲା ୨୧% ବୃଦ୍ଧି

11/11/2021 at 4:59 PM

ନୂଆଦିଲ୍ଲୀ ୧୧/୧୧: କରୋନା ମହାମାରୀ ସମୟରେ ମୃତ୍ୟୁର ତାଣ୍ଡବକୁ ହୁଏତ ଏତେ ସହଜରେ ଭୁଲି ହେବ ନାହିଁ। କିନ୍ତୁ ଏବେ ଏବେ ମିଳିଥିବା ଖବର ଆହୁରି ଆଶ୍ଚର୍ଯ୍ୟଜନକ। ୨୦୨୦ରେ କରୋନା କାଳରେ ୧୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ସଂଖ୍ୟାକୁ ଦୈନିକ ହାରାହାରି ହିସାବକୁ ନେଲେ ପ୍ରତିଦିନ ୩୪ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିଲେ।

ସୁଇସାଇଡ୍‌କୁ ନେଇ ଆସିଥିବା ଏ ଖବର ଅନୁସାରେ, ୨୦୧୯ ଅପେକ୍ଷା ୨୦୨୦ରେ ଆତ୍ମହତ୍ୟା ମାମଲା ୨୧ ପ୍ରତିଶତ ବଢ଼ିଥିଲା । ୧୯୯୫ ମସିହାରୁ ତଥ୍ୟ ବେଶ୍ଳେଷଣରୁ ଜଣାପଡ଼ିଛି ଯେ ଭାରତରେ ୧.୮ ଲକ୍ଷ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି । ଯେଉଁଥିରେ ୨୦୨୦ରେ ସର୍ବାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

ଏହା ପଛରେ ଆଉ ଏକ ଚିନ୍ତାର କାରଣ ହେଉଛି, କରୋନା କାଳରେ ଛାତ୍ରଛାତ୍ରୀଙ୍କ ଉପରେ ପାଠ ପଢ଼ାକୁ ନେଇ କୌଣସି ଚାପ ନଥିଲା। ଏହା ସହ ଅନେକ ଶିକ୍ଷାର୍ଥୀଙ୍କୁ ବିନା ପରୀକ୍ଷାରେ ପାସ୍‌ କରାଇ ଦିଆଯାଇଥିଲା। ତାପରେ ବି ଏତେ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କାହିଁକି କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।   

   Related Posts