ଚଣ୍ଡିଖୋଲ: ୩୩ କେଭି ବିଦ୍ୟୁତ ଗ୍ରୀଡ୍‌ର‌ ଲୋକାର୍ପଣ କଲେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

Published By : Prameya-News7 Bureau | January 25, 2021 IST

ଚଣ୍ଡିଖୋଲ୨୫/୧:  ୩୩ କେଭି ବିଦ୍ୟୁତ ଗ୍ରୀଡ୍‌ ଲୋକାର୍ପିଣ। ପଶ୍ଚିମ ବଡଚଣାରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି।କାଇମାଟିଆ ଠାରେ ୩୩ କେଭି ବିଦ୍ୟୁତ ଗ୍ରୀଡ୍‌କୁ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଲୋକାର୍ପଣ କରିଛନ୍ତି।

{"id":398443,"sizeSlug":"large","linkDestination":"none"}

ଏହି ଲୋକାର୍ପିଣ ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ବିଦ୍ୟୁତ ଆବଶ୍ୟକତା ଓ ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ହୋଇଛି। ଉପସ୍ଥିତ ଜନସାଧାରଣଙ୍କ ଉଦେଶ୍ୟରେ ମନ୍ତ୍ରୀ ଅଭିଭାଷଣ ଦେଇଥିଲେ।  ଶେଷରେ ବଡଚଣା ବିଧାୟକ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.