Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଖରିଆର ରୋଡ୍ ଷ୍ଟେସନ୍‌ରେ ପହଞ୍ଚିଲେ ତେଲେଙ୍ଗାନାରୁ ଉଦ୍ଧାର ୩୩ ଦାଦନ ଶ୍ରମିକ

29/02/2020 at 8:37 AM

ନୂଆପଡା ୨୯।୨: ତେଲେଙ୍ଗାନାରୁ ୩୩ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏବେବି ୨ ଜଣ ଅଟକ ରହିଛନ୍ତି । ଗତ ଡିସେମ୍ବର ମାସରୁ ତେଲେଙ୍ଗାନା ପୈଦାପଲ୍ଲି ଜିଲ୍ଲା ପାଣ୍ଡୁଲାପଲ୍ଲିର ଏକ ଇଟାଭାଟିରେ କାମ କରୁଥିଲେ । ଭାଟି ମାଲିକଙ୍କ ନିର୍ଯାତନା ସହି ନପାରି ଉଦ୍ଧାର କରିବା ପାଇଁ ଭିଡିଓ ମାଧ୍ୟମରେ କରିଥିଲେ ଆକୁଳ ନିବେଦନ । ଉଦ୍ଧାର ସମସ୍ତ ଶ୍ରମିକ ବରଗଡ ଜିଲ୍ଲା ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ଗ୍ରାମର । ବର୍ତ୍ତମାନ ସମସ୍ତେ ଖରିଆର ରୋଡ୍ ଷ୍ଟେସନରେ ପହଞ୍ଚିଛନ୍ତି ।

   Related Posts