ଖରିଆର ରୋଡ୍ ଷ୍ଟେସନ୍‌ରେ ପହଞ୍ଚିଲେ ତେଲେଙ୍ଗାନାରୁ ଉଦ୍ଧାର ୩୩ ଦାଦନ ଶ୍ରମିକ

Published By : Prameya-News7 Bureau | February 29, 2020 IST

ନୂଆପଡା ୨୯।୨: ତେଲେଙ୍ଗାନାରୁ ୩୩ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏବେବି ୨ ଜଣ ଅଟକ ରହିଛନ୍ତି । ଗତ ଡିସେମ୍ବର ମାସରୁ ତେଲେଙ୍ଗାନା ପୈଦାପଲ୍ଲି ଜିଲ୍ଲା ପାଣ୍ଡୁଲାପଲ୍ଲିର ଏକ ଇଟାଭାଟିରେ କାମ କରୁଥିଲେ । ଭାଟି ମାଲିକଙ୍କ ନିର୍ଯାତନା ସହି ନପାରି ଉଦ୍ଧାର କରିବା ପାଇଁ ଭିଡିଓ ମାଧ୍ୟମରେ କରିଥିଲେ ଆକୁଳ ନିବେଦନ । ଉଦ୍ଧାର ସମସ୍ତ ଶ୍ରମିକ ବରଗଡ ଜିଲ୍ଲା ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ଗ୍ରାମର । ବର୍ତ୍ତମାନ ସମସ୍ତେ ଖରିଆର ରୋଡ୍ ଷ୍ଟେସନରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.