Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜାହାଜରେ ଥିଲେ ୩୨୨ ଯାତ୍ରୀ, ହଠାତ୍‌ ଇଞ୍ଜିନ୍‌ରେ ଲାଗିଗଲା ନିଆଁ, ଆଉ ତାପରେ…

2/12/2021 at 8:22 AM

କୋଚି ୦୨।୧୨: ସମୁଦ୍ର ମଝିରେ ଫସିଲା ଜାହାଜ । ଇଞ୍ଜିନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୩୨୨ ଯାତ୍ରୀ ସହ ଜାହାଜ ସଦସ୍ୟ । କେରଳର କୋଚି ଠାରୁ କିଛି ଦୂରରେ ଘଟିଛି ଏପରି ଅଘଟଣ ।

ଖବର ଅନୁଯାୟୀ, ଲାକ୍ଷାଦ୍ୱୀପ ଡେଭଲପେଣ୍ଟ କର୍ପୋରେସନ ଲିମିଟେଡ଼ର ଏକ ଯାତ୍ରାବାହୀ ଜାହାଜ କୋଚି ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ପହଞ୍ଚିବା ପରେ ଉକ୍ତ ଜାହାଜଟି ପୁଣି ଥରେ ଏଣ୍ଡ୍ରୋଥ ଓ କଲ୍ୟାଣୀ ଦ୍ୱୀପ ଅଭିମୁଖେ ଯାଉଥିଲା । କିନ୍ତୁ ସମୁଦ୍ରରେ ମଝିରେ କିଛି ବାଟ ଯିବା ପରେ ଜାହାଜର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା ।

ଇଞ୍ଜିନ୍‌ରେ ନିଆଁ ଲାଗିଥିବା ଖବର ଶୁଣି ପୁରା ଜାହାଜରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ତୁରନ୍ତ ଜାହାଜ କର୍ମଚାରୀମାନେ ନିଆଁ ଉପରେ ଆୟତ୍ତ ପାଇଥିଲେ । ଦେଖୁ ଦେଖୁ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଜାହାଜ ସଦସ୍ୟ ସମେତ ୩୨୨ ଯାତ୍ରୀ । ଏହାପରେ ଅନେକ ଏକ ଜାହାଜ  ଦ୍ୱାରା ସମୁଦ୍ର ମଝିରେ ଫସିଥିବା ଜାହାଜକୁ ଉଦ୍ଦାର ପାଇଁ ପଠାଯାଇଥିଲା । ଯାତ୍ରୀ ମାନଙ୍କୁ ଅନ୍ୟ ଏକ ଡଙ୍ଗା, ଜାହାଜ ଜରିଆରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

   Related Posts