Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

25/07/2018 at 6:02 AM

ହୀରାକୁଦ ଜଳ ଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ | ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ ଦେଇ ବଁଞ୍ଜଳ ନିଷ୍କାସନ ହେଉଛି | ହୀରାକୁଦ ଡ୍ୟାମର ବାମ ପାର୍ଶ୍ୱର ୧୫ଟି ଗେଟ ଏବଂ ଡାହାଣ ପାର୍ଶ୍ୱର ୫ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଇଛି | ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୮୫ ଫୁଟ୍ ରହିଛି | ଜଳଭଣ୍ଡାରରୁ ୩ ଲକ୍ଷ ୨୧ ହଜାର ୧୦୧ ଘନଫୁଟ ଜଳ ନିଷ୍କାସିତ ହେଉଛି | ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୧ ହଜାର ୮୨୧ ଘନଫୁଟ ଜଳ | ଆଜି ବିଳମ୍ବିତ ରାତିରେ ବନ୍ୟାଜଳ ମୁଣ୍ଡଳୀରେ ପହଂଚିବ ବୋଲି ଅନୁମାନ କରାଯାଉଛି | ଗତକାଲି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯାଇଥିଲା |

   Related Posts