Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମନାଲିରେ ୩୨ବର୍ଷ ବୟସ୍କା ରୁଷ୍ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ

27/10/2018 at 11:15 AM

ମନାଲି ୨୭/୧୦: ହିମାଚଳ ପ୍ରଦେଶର ମନାଲିଠାରେ ଗୁରୁବାର ଦିନ ଜଣେ ୩୨ବର୍ଷ ବୟସ୍କା ରୁଷ୍ ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।

କୁଲ୍ଲୁର ଏସପିଙ୍କ କହିବା ଅନୁସାରେ ପୀଡ଼ିତା ସେତେବେଳେ ମନାଲିରେ ତାଙ୍କ ହୋଟେଲକୁ ଯାଉଥିଲେ।

ପୀଡ଼ିତା ଜଣକ ହୋଟେଲକୁ ଯାଉଥିବାବେଳେ ଅନ୍ଧାରରେ ଏକୁଟିଆ ଦେଖି ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ।

ପୋଲିସଙ୍କ କହିବା ଅନୁସାରେ ପୀଡ଼ିତା ଦୁଷ୍କର୍ମକାରୀମାନଙ୍କୁ ଚିହ୍ନିପାରୁନାହାନ୍ତି। ପୋଲିସ୍ ଅପରାଧ ଘଟିଥିବା ସ୍ଥଳରେ ସକ୍ରିୟ ଥିବା ମୋବାଇଲ ଫୋନକୁ ସ୍କାନ୍ କରୁଅଛି।

ପୂର୍ବରୁ ୨୦୧୮ମସିହା ମେ ମାସରେ କୁଲ୍ଲୁରେ ଜାପାନୀ ପର୍ଯ୍ୟଟକ ଡ୍ରାଇଭରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୬ମସିହାରେ ଇସ୍ରାଏଲର ଜଣେ ପର୍ଯ୍ୟଟକ ନିର୍ଯ୍ୟାତିତ ହୋଇଥିଲେ। ୨୦୧୩ମସିହାରେ ମନାଲିରେ ଜଣେ ଆମେରିକୀୟ ପର୍ଯ୍ୟଟକ ଜଣେ ଟ୍ରକ୍ ଡ୍ରାଇଭର ଏବଂ ତାଙ୍କର ଦୁଇ ଜଣ ନେପାଳି ସହଯୋଗୀଙ୍କ ଦ୍ବାରା

   Related Posts