ବାସୁଦେବ କୁଟୁମ୍ବକମ ସୋଆ ତରଫରୁ ୩୨ ବିଦେଶୀ ମା’ ମାନଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

Published By : Prameya-News7 Bureau | November 24, 2019 IST

କୋଣାର୍କ ୨୪/୧୧: ସୋଆ ତରଫରୁ ହେଉଥିବା ବାସୁଦେବ କୁଟୁମ୍ବକମ  କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ୭ଟି ଦେଶରୁ ୩୨ଜଣ ବିଦେଶୀ ମା’ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସହ ମନ୍ଦିର କାରୁକାର୍ଯ୍ୟକୁ ଭରପୂର ଉପଭୋଗ କରିଥିଲେ l

{"id":188936,"sizeSlug":"large"}

ସାରା ଦେଶ ଗୋଟିଏ ପରିବାର ସନ୍ଦେଶ ନେଇ ମାଧୁରୀ ସହସ୍ର ସହସ୍ର ବୃଧେ ତରଫରୁ ଗୋଟିଏ ହୁଣ୍ଡାଇ କାର ଦ୍ବାରା ୪ଜଣ ଭାରତୀୟ ମା ୨୨ଟି ଦେଶ ବୁଲିଥିଲେ l

{"id":188937,"sizeSlug":"large"}

କିନ୍ତୁ ଭାରତୀୟ ମା ମାନେ  ଦେଖିବାକୁ ପାଇଲେ ଯେ ଏଇ ଦେଶ ମାନଙ୍କ ରେ ପରିବାର କହିଲେ କିଛି ନାହିଁ l ତେଣୁ ସେମାନେ ଏଥିରୁ ୭ଟି ଦେଶ ତଥା ନେପାଳ, ଜର୍ମାନୀ, ଜର୍ଜିଆ, ଇରାନ, ଉଜବେକିସ୍ତାନଓ କାଜଖିସ୍ତାନ ଭଳି ଦେଶରୁ ବତିଶ ଟି ମା ମାନଙ୍କୁ ଓଡିଶା ଭୁବନେଶ୍ବରର ପ୍ରତ୍ୟକ ପରିବାରରେ ୨ ଜଣଙ୍କୁ  ରଖାଯାଇଥିଲା l

{"id":188938,"sizeSlug":"large"}

ବିଦେଶୀ  ମା ମାନେ ଏହି ସବୁ ପରିବାରେ ରହି ସ୍ନେହ ଶ୍ରଦ୍ଧାରେ  ବାନ୍ଧି ହୋଇଯିବା ସହ  ପରିବାର  ରହିବା ଦ୍ବାରା କି ସୁଖ ଶାନ୍ତି ମିଳିଥାଏ ତାହା ଅନୁଭବ କରିଥିଲେ ବୋଲି ବିଦେଶୀ ମା ମାନେ ପ୍ରକାଶ କରିଥିଲେ l

{"id":188940,"sizeSlug":"large"}

 ଏପଟେ ସୋଆ ତରଫରୁ ୩୨ଜଣ ବିଦେଶୀ ମା ମାନେ  କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରଦର୍ଶନ କରିଥିଲେ  l  ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଉପଭୋଗ କରିବା ସହ ଓଡ଼ିଶାର ହସ୍ତଶିଳ୍ପୀଙ୍କ   ଜିନିଷ  କିଣିବାର ଦେଖିବାକୁ ମିଳିଥିଲା l

{"id":188941,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.