ଖୁସି ଖବର, ସୁସ୍ଥ ହେଲେ ଆଉ ୩୭୦୪ କରୋନା ଆକ୍ରାନ୍ତ

Published By : Prameya-News7 Bureau | September 21, 2020 IST

ଭୁବନେଶ୍ୱର, ୨୧ ।୦୯:  ସୋମବାର ରାଜ୍ୟରେ ଆଉ ୩୭୦୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୩୭୯ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାର ସର୍ବାଧିକ ୭୯୬ଜଣ ଥିବା ବେଳେ କଟକର ୩୨୦, ପୁରୀର ୨୫୬, ଝାରସୁଗୁଡାର ୧୫୧, କେନ୍ଦ୍ରାପଡାର ୧୪୭, ବଲାଙ୍ଗୀରର ୧୩୬, ସୁନ୍ଦରଗଡର ୧୩୬, ବରଗଡର ୧୩୨, ମୟୂରଭଞ୍ଜର ୧୨୦ ଓ ନବରଙ୍ଗପୁରର ୧୨୦ଜଣ ରହିଛନ୍ତି ।

wp:html /wp:html

ସେହିପରି ଯାଜପୁରରୁ ୧୧୩, ସମ୍ବଲପୁରରୁ ୧୧୧, କୋରାପୁଟରୁ ୯୯, ରାୟଗଡାରୁ ୯୮, ଜଗତସିଂହପୁରରୁ ୯୦, କନ୍ଧମାଳରୁ ୮୫, ଭଦ୍ରକରୁ ୭୬, ବାଲେଶ୍ୱରରୁ ୭୩, କେଉଁଝରରୁ ୭୨, ସୋନପୁରରୁ ୬୫, ଗଞ୍ଜାମରୁ ୫୫, ବୌଦ୍ଧରୁ ୫୧, ଢେଙ୍କାନାଳରୁ ୩୯, ନୟାଗଡରୁ ୩୬, କଳାହାଣ୍ଡିରୁ ୩୪, ମାଲକାନଗିରିରୁ ୨୭ ଜଣ ସୁସ୍ଥ ହୋଇଛନ୍ତି ।

wp:html /wp:html

ଏତତ୍ ବ୍ୟତୀତ ଦେବଗଡରୁ ୨୩, ଅନୁଗୋଳରୁ ୨୨, ଗଜପତିରୁ ୨୨, ନୂଆପଡାରୁ ୧୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.