Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ପୁରୀରେ ମିନି ମାରାଥନ : ୩ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ୍

23/01/2020 at 9:29 AM

ପୁରୀ ୨୩/୧: ଡିଜାଷ୍ଟର ସାଇଲେଣ୍ଟ ହେରିଟେଜ୍ କୁ ନେଇ ପୁରୀ ସ୍ପୋର୍ଟସ ଷ୍ଟାଡିୟମରେ ଏକ ମିନି ମାରାଥନର ଆୟୋଜନ କରାଯାଇଛି l ତିନି ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି l ଏହି ମିନି ମାରାଥନ୍ ସ୍ପୋର୍ଟସ ଷ୍ଟାଡିୟମ ରୁ ବାହାରି ପ୍ରାୟ ୮ କିଲୋମିଟର ଚକ୍ରତୀର୍ଥ ରୋଡ଼, ଭିଆଇପି ରୋଡ, ବଳିଆପଣ୍ଡା ଦେଇ ଲାଇଟ୍ ହାଉସ୍ ନିକଟରେ ଶେଷ ହୋଇଛି l

ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ l NDRF ଦ୍ୱାରା ଏହି ମିନି ମାରାଥନ ଆୟୋଜନ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଏହାକୁ ପରିଚାଳନା କରିଛି l ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ, ଏସପି ଉମାଶଙ୍କର ଦାଶ, ବିଧାୟକ ଜୟନ୍ତ ଷଡଙ୍ଗୀ, ଏନଡିଆରଏଫ ଡିଜି ପ୍ରମୁଖ ଏହି ଅବସରରେ ଯୋଗ ଦେଇଛନ୍ତି ।

   Related Posts