ପୁଣି ୩୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ

Published By : Prameya-News7 Bureau | June 21, 2018 IST

ଏଥର ବ୍ୟାଙ୍କରୁ ଠକେଇ କରିଛି ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଡ଼ିଏସକେ ଗ୍ରୁପ | କମ୍ପାନୀ ବିରୋଧରେ ଆସିଛି ୩୦୦୦ କୋଟି ଟଙ୍କାର ଋଣ ଖିଲାପୀ ଅଭିଯୋଗ | ବନ୍ଧା ହୋଇଛନ୍ତି ବ୍ୟାଙ୍କର ଏମଡି ତଥା ସିଇଓ ଓ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.