ବାଙ୍କୀରୁ ୩୦୦ ଲିଟର ଦେଶୀ ମଦ ଜବତ
24/08/2018 at 2:55 AM

ବାଙ୍କୀ ୨୪/୮ : ବାଙ୍କୀ ଥାନା ପୋଲିସର ଚଢ଼ାଉ । ୩୦୦ ଲିଟର ଦେଶୀ ମଦ ସହ ମାରୁତିକ।ର ଜବତ କରିବା ସହ ଜଣକୁ ଗିରଫ କରିଛି ବାଙ୍କୀ ପୋଲିସ । ଗତ ରାତିରେ ପୋଲିସ ପେଟ୍ରୋଲିଂ ବେଳେ ଆଠଗଡ ଅଞ୍ଚଳରୁ ଖୋର୍ଦ୍ଧା ଅଭିମୁଖେ ବାଙ୍କୀ ଦେଇ ଯାଉଥିବାବେଳେ ପୋଲିସ ହାତରେ ଧାରା ପଡିଥିଲା ମାରୁତିକ।ର । ପୋଲିସ ଧରିବାରେ ଘଟଣା ଜଣାପଡିଥିଲ। ।ଏବେ ବାଙ୍କୀ ଥାନାରେ ୩୦୦ ଲିଟର ମଦ ଜବତ ମରୁତି ଗାଡି ସହ ଡ୍ରାଇଭର ଗିରଫ ହୋଇଛି । ଗିରଫ ବ୍ୟକ୍ତିକୁ ପୋଲିସ ଅଧିକ ପଚରା ଉଚର। କରୁଛି | ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛିନ୍ତି ବୋଲି ତାହା ଛାନଭିନ ଚଳାଇଛି । ଗିରଫ ବ୍ୟକ୍ତିଙ୍କ ନାଁରେ ବିଭିନ୍ନ ମାମଲା ରୁଜ୍ଜୁ କରିବା ସହ ଆଜି କୋର୍ଟ ଫରୱାର୍ଡ଼ କରିବା ବୋଲି କହିଛି ପୋଲିସ ।
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022