ଭୁବନେଶ୍ୱର ଏୟାରପୋର୍ଟରୁ ୩୦୦ ଗ୍ରାମ୍ ସୁନା ଜବତ

Published By : Prameya-News7 Bureau | June 21, 2018 IST

ଭୁବନେଶ୍ବର ଏୟାରପୋର୍ଟରୁ ପୁଣି ଜବତ ହେଲା ସୁନା ୩୦୦ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ସ ବିଭାଗ ଜବତ ସୁନାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଦିଲ୍ଲୀରୁ ଜଣେ ବ୍ୟକ୍ତି ଚୋରା ସୁନା ଧରି ଆସୁଥିବା ବେଳେ ଧରାପଡିଲେ ଏୟାର ଇଣ୍ଡିଆର A1-339ରେ ଆସୁଥିଲେ ବ୍ୟକ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.