ପଟ୍ଟାମୁଣ୍ଡାଇ ଗୋପୀନାଥପୁର ନିକଟରେ ୩୦ ଫୁଟର ଘାଇ
4/08/2018 at 5:38 AM

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋପୀନାଥପୁର ନିକଟରେ ଘାଇ ସୃଷ୍ଟି ହୋଇଛି | ଜଗତପୁର ବ୍ୟାରେଜରୁ ପାଣି ଆସି ୩୦ ଫୁଟର ଘାଇ ସୃଷ୍ଟି ହୋଇଛି | ଘାଇ ପାଇଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି | ଗୋପୀନାଥପୁର ଗାଁରେ ପାଣି ମଧ୍ୟ ପଶିଯାଇଛି | ଲୋକଙ୍କ ଘରେ ମଧ୍ୟ ପାଣି ପସିଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଂଚିନି | ଏହାକୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି |
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021