Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗହୀରମଥାରୁ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୩୦ ମତ୍ସ୍ୟଜୀବୀ ଗିରଫ

5/11/2018 at 10:58 AM

କେନ୍ଦ୍ରାପଡା ୫|୧୧:  ବେଆଇନ ମାଛ ଧରିବା ଅଭିଯୋଗରେ ୩୦ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ରାଜନଗର ଗହୀରମଥାରୁ ୩୦ ମତ୍ସ୍ୟଜୀବୀ ଗିରଫ କରିଛି ରାଜନଗର ବନ ବିଭାଗ । ଏହାସହ ୩ଟି ଟ୍ରଲର ଜବତ କରାଯାଇଛି । ଅଣ୍ଡା ଦେବା ପାଇଁ ଆସୁଥିବା ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲଗା ଯାଇଛି ।

   Related Posts