Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ଭୋଜି ପାଲଟିଲା ଜହର ; ନବବିବାହିତ ଦମ୍ପତ୍ତିଙ୍କ ସମେତ ୩୦ରୁ ଅଧିକ ଲୋକ ଅସୁସ୍ଥ

17/05/2019 at 10:25 AM

ଜଳେଶ୍ବର ୧୭|୫: ବିବାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ । ବାଲେଶ୍ବର ଭୋଗରାଇ ବ୍ଲକ ରାଣୀବସନ ଗାଁର ଘଟଣା । ୧୨ଜଣ ଅସୁସ୍ଥଙ୍କୁ ଚନ୍ଦନେଶ୍ବର ଓ ଅନ୍ୟ ମାନଙ୍କୁ ଜଳେଶ୍ବରପୁର ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଗାଁରେ ଜଣଙ୍କ ବିବାହ ଭୋଜି ଖାଇବା ପରେ ଏମାନେ ସମସ୍ତେ ଅସୁସ୍ଥ ହୋଇ ପଡିଥିଲେ । ଏମାନଙ୍କ ମଧ୍ୟରେ ନବ ବିବାହିତ ଦମ୍ପତ୍ତି ମଧ୍ୟ ଅଛନ୍ତି ।

   Related Posts