Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଏହି ୩ ରାଶିଙ୍କ ଉପରେ ରହିବ ମହାକାଳଙ୍କ ବିଶେଷ କୃପା, ପୂର୍ଣ୍ଣ ହେବ ସମସ୍ତ ଇଚ୍ଛା

10/01/2019 at 11:22 AM

ଭୁବନେଶ୍ୱର ୧୦/୧ : ସମୟ ବଦଳିବ ପାଇଁ ବିଳମ୍ବ ହୁଏ ନାହିଁ | ମଣିଷର ଭାଗ୍ୟ ନିର୍ଧାରଣ କରେ ତାର ସମୟ | ସମୟ ଅନୁଯାୟୀ ମଣିଷର ଗ୍ରହ ଚକ୍ରରେ ପରିବର୍ତ୍ତନ ହୋଇଥାଏ | ଗ୍ରହ ନକ୍ଷତ୍ରରେ ପରିବର୍ତ୍ତନ ନେଇ ମଣିଷ ଭାଗ୍ୟ ବଦଳିଥାଏ | ବର୍ତ୍ତମାନ ଠାରୁ ୩ଟି ରାଶିର ଭଲ ସମୟ ଆସିବାକୁ ଯାଉଛି | ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କ ସମ୍ମାନ ବୃଦ୍ଧି ହେବାର ଯୋଗ ରହିଛି | ଏହାସହ ଜୀବନସାଥୀ ସହ ପ୍ରେମ ସମ୍ପର୍କ ଦୃଢ ହେବାର ସମ୍ଭାବନା ରହିଛି | ବ୍ୟବସାୟରେ ମଧ୍ୟ ଉନ୍ନତି କରିବେ | ଚାକରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି | ଆପଣ କରିଥିବା କାର୍ଯ୍ୟ ପାଇଁ ପ୍ରଶଂସାର ପାଇବେ | ପ୍ରେମ ସମ୍ବନ୍ଧରେ ପ୍ରେମ ଭାବ ବଢିବ | କିନ୍ତୁ ଏହି ୩ ରାଶିଙ୍କ ଗ୍ରହରେ ଶନିଙ୍କ ଚଳନ ଭଲ ନଥିବା ଯୋଗୁଁ ପ୍ରେମ ବ୍ୟାପାରରେ ଭାବିଚିନ୍ତି ପଦକ୍ଷେପ ନେବାକୁ ହେବ |


ଏହି ୩ ରାଶି ହେଲେ ବୃଷ, ତୁଳା ଏବଂ ମୀନ ରାଶି | ଅଚାନକ ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବ | ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କୌଣସି ଏକ ବଡ ଖୁସି ଖବର ମିଳିବାର ଅଛି | ପାଠ ପଢାରେ ବିଦ୍ୟାର୍ଥୀ ସଫଳତା ହାସଲ କରିବେ | ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅତି ଉତ୍ତମ ରହିଛି | ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ସୁଦୃଢ ହେବ | ଏହି ୩ ରାଶି ବ୍ୟକ୍ତି ବିଶେଷଙ୍କର ଯଦି କୌଣସି ଇଚ୍ଛା ପୂରଣ ନହୋଇ ରହି ଯାଇଛି ତାହେଲେ ଚଳିତ ବର୍ଷ ସେହି ଇଚ୍ଛା ନିଶ୍ଚୟ ପୂରଣ ହେବ | ଏହି ୩ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମହାକାଳଙ୍କ ବିଶେଷ କୃପା ରହିବ | ଆପଣଙ୍କ ରାଶି ଯଦି ଏହି ୩ ରାଶି ମଧ୍ୟରୁ ଗୋଟିଏ ହୋଇଥାଏ ତାହେଲେ ଆପଣ ବହୁତ ଭାଗ୍ୟଶାଳୀ | ଆପଣଙ୍କୁ ବହୁତ ଶୀଘ୍ର ଶୁଭ ଖବର ମିଳିବ |

   Related Posts