ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ର : ବର୍ଷା ପାଣିରେ ଭାସିଗଲେ ୩ ଯୁବକ

Published By : Prameya-News7 Bureau | September 03, 2019 IST

ଭୁବନେଶ୍ବର ୩/୯: । ବର୍ଷା ପାଣିରେ ୩ ଯୁବକ ଭାସିଯାଇଥିଲେ । ବାଇକ୍‌ରେ ଯାଉଥିବା ବେଳେ ଏହି କାଣ୍ଡ ଘଟିଛି। ଆଚାର୍ଯ୍ୟବିହାର ପଛପଟ ଅଞ୍ଚଳରେ ବର୍ଷା ପରେ ସାଂଘାତିକ ଘଟଣା ଦେଖିବାକୁ ମିଳିଥିଲା।

{"id":152398}

ବର୍ଷା ଯୋଗୁ ବନ୍ୟା ସ୍ଥିତିଦେଖିବାକୁ ମିଳିଥିଲା ।ରାତି ପ୍ରାୟ ୧୨ଟା ୫୫ରେ ସିସିଟିଭିରେ ଏହି  ଦୃଶ୍ୟ କଓଦୀ ହୋଇଛି | ବାଇକ୍‌ରେ ୩ ଜଣ ଯୁବକ ଯାଉଥିବା ବେଳେ ବର୍ଷା ପାଣିରେ କିଛି ବାଟ ଭାସି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.