କୁଶଭଦ୍ରା ନଦୀରେ ବୁଡି ୩ ଯୁବକ ନିଖୋଜ

Published By : Prameya-News7 Bureau | April 16, 2019 IST

ନିମାପଡା ୧୬|୪: ନିମାପଡା କୁଶଭଦ୍ରା ନଦୀରେ ବୁଡି ୩ଯୁବକ ନିଖୋଜ ହୋଇଛନ୍ତି । କୁଶଭଦ୍ରା ନଦୀ ସ୍ଲୁଇସ୍ ଗେଟ୍ ନିକଟରେ ଗାଧୋଉଥିବାବେଳେ ୩ ଯୁବକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.