କୋଏଲ ନଦୀର ସ୍ରୋତରେ ଭାସିଗଲେ ୩ ଯୁବକ: ବର୍ତ୍ତମାନ ସୁଦ୍ଧା ମିଳୁ ନାହିଁ ପତ୍ତା
20/12/2020 at 3:27 PM

ରାଉରକେଲା୨୦/୧୨: କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାସ୍ଥିତ କୋଏଲ ନଦୀରେ ରବିବାର ଅପରାହ୍ନରେ ଗାଧୋଇବା ବେଳେ ଜଳ ସ୍ରୋତରେ ୩ ଜଣ ଭାସି ଯାଇଛନ୍ତି।ପିକନିକ୍ କରିବା ଲାଗି କିଛି ଯୁବକ ସାଙ୍ଗ ହୋଇ ଯାଇଥିଲେ।
ଝରିପାଣି ନିକଟରେ ଥିବା କୋଏଲ ନଦୀରେ ଗାଧୋଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଯୁବକଙ୍କ ପତ୍ତା ମିଳି ନାହିଁ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Related Posts
ଭାରସାମ୍ୟ ହରାଇ କେନାଲକୁ ପଶିଲା କାର: ଜଣେ ନିଖୋଜ, ୨ ଉଦ୍ଧାର
17 January 2021