Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୪୮ ଫୁଟ ଗଭୀର ବୋରୱେଲ ଭିତରେ ୩ ବର୍ଷର ଶିଶୁ କନ୍ୟା ସନା

1/08/2018 at 11:19 AM

ବୋରୱେଲ ଭିତରେ ସନା । ବିହାରର ମୁଙ୍ଗେର ଜିଲ୍ଲାରେ ଏକ ବୋରୱେଲ୍ ଭିତରକୁ ୩ ବର୍ଷର ଶିଶୁ କନ୍ୟା ସନା ଖସି ପଡିଛି । ଗତକାଲି ଅପରାହ୍ନ ୪ଟା ବେଳେ ଖେଳୁଥିବା ବେଳେ ଝିଅଟି ୨୨୫ ଫୁଟ ତଳକୁ ବୋରୱେଲ୍ ଭିତରକୁ ଖସିପଡିଛି । ବୋରୱେଲର ୪୮ ଫୁଟ ତଳେ କୁନି ଝିଅଟି ଅଟକି ରହିଛି । ବାହାରକୁ ତାର କାନ୍ଦ ଶୁଣା ଯାଉଛି । ନିଃଶ୍ବାସ ପ୍ରଶ୍ବାସ ନେବାରେ ଯେଭଳି ସମସ୍ୟା ହେବନି, ସେଥିପାଇଁ ବୋରୱେଲ୍ ଭିତରକୁ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ଯୋଗାଣ କରାଯାଉଛି । ଏଥି ସହ ସିସିଟିଭି କ୍ୟାମେରା ସାହାଯ୍ୟରେ ଝିଅଟିର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି ଉଦ୍ଧାରକାରୀ ଦଳ । NDRF ଟିମ୍ ସହ ସ୍ଥାନୀୟ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବୋରୱେଲ୍ ପାଖରେ ଏଲ୍ ସେପର ଏକ ରାସ୍ତା ଖୋଳା ଯାଉଛି । ଦୁଇ ଦିନ ତଳେ ସନା ବାପା ନଚିକେତ ସହ ଅଜାଙ୍କ ଘରକୁ ଯାଇଥିଲା । ଆଜାଙ୍କ ଘର ସମ୍ନାରେ ଖେଳିବା ବେଳେ ଅପରାହ୍ନ ୪ଟା ବେଳେ ଝିଅଟି ଖସି ପଡିଥିଲା । ଦୀର୍ଘ ୨୪ ଘଣ୍ଟା ହେଲା କୁନି ଝିଅଟି ବୋରୱେଲ୍ ଭିତରେ ଅଛି

   Related Posts