Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ବର୍ଷର ଠକେଇ ଓ ଦୁର୍ନୀତି ମାମଲା ତଥ୍ୟ ରଖିଲେ କ୍ରାଇମବ୍ରାଞ୍ଚ EOW

30/05/2018 at 6:35 AM

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଠକେଇ ଓ ଦୁର୍ନୀତିର ହିସାବ ରଖିଛନ୍ତି … ( ବ୍ୟାଙ୍କ ଠକେଇ, ଫାଇନାନ୍ସିଆଲ ଏଷ୍ଟାବ୍ଲିସମେଣ୍ଟ, ନିଯୁକ୍ତିରେ ଠକେଇ, ଇନ୍ସ୍ୟୁରାନ୍ସ ଫ୍ରଡ ଏବଂ ଜମି ଦୁର୍ନୀତି ଭଳି ମାମଲା ଓ ଏହାର ଫଇସଲା ନେଇ ସୂଚନା ଦେଇଛନ୍ତି )… ୨୦୧୭ରେ ଏଭଳି ୨୬ଟି ମାମଲା ହୋଇଥିଲା … ଏଥିରେ ମୋଟ୍ ୭୪ ଜଣଙ୍କୁ ଗିରଫ କରାଯାଇଛି … କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୪ଟି କେଶରେ ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି … ସେହିଭଳି ୨୦୧୮ରେ ୧୩ଟି ମାମଲା ରୁଜୁ ହୋଇଛି … ମୋଟ୍ ୫୯ ଜଣଙ୍କୁ ଗିରଫ କରାଯାଇଛି … ୬ଟି ମାମଲାରେ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତି ହୋଇଛି … ଏନେଇ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା ଦେଇଛନ୍ତି …

Leave a Reply

   Related Posts