ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

୩ ଚେ।ରକୁ ଧରି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

25/08/2018 at 9:57 PM

କେନ୍ଦ୍ରାପଡା ୨୬/୮ : ୩ ଚେ।ରକୁ ଧରି ନିସ୍ତୁକ ମାଡ ମାରିଲେ ଗାଁ ଲେ।କେ । କେନ୍ଦ୍ରାପଡା ସଦର ଥାନା ଅଙ୍ଗୁଳାଇ ଗାଁରେ ବିଳମ୍ବିତ ରାତିରେ ଚେ।ରଙ୍କୁ ଧରି ବେଶ ଉତ୍ତମମଧ୍ୟମ ଦେଇଛନ୍ତି ସ୍ଥାନୀୟ ଲେ।କେ । ଗାଁ ଲେ।କ ମିଶି ନିସ୍ତୁକ ପିଟି ଚାଲିଛନ୍ତି ଚେ।ରକୁ । ଚେ।ରକୁ କାବୁ କରି ଆଇନକୁ ହାତକୁ ନେଇଛନ୍ତି ଗାଁ ଲେ।କେ । ଏମାନେ ଗାଁରେ ବାରମ୍ବାର ଚେ।ରି କରୁଥିଲେ । ଚେ।ରକୁ ଧରିବା ପାଇଁ ରାତିରେ ଜଗି ରହି ଗାଁର କିଛି ଯୁବକ ଚେ।ରକୁ ଧରି ମାଡ ମାରିବା ସହ ଅଟକ ରଖିଛନ୍ତି ।

   Related Posts