୩ ଚେ।ରକୁ ଧରି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

Published By : Prameya-News7 Bureau | August 25, 2018 IST

କେନ୍ଦ୍ରାପଡା ୨୬/୮ : ୩ ଚେ।ରକୁ ଧରି ନିସ୍ତୁକ ମାଡ ମାରିଲେ ଗାଁ ଲେ।କେ । କେନ୍ଦ୍ରାପଡା ସଦର ଥାନା ଅଙ୍ଗୁଳାଇ ଗାଁରେ ବିଳମ୍ବିତ ରାତିରେ ଚେ।ରଙ୍କୁ ଧରି ବେଶ ଉତ୍ତମମଧ୍ୟମ ଦେଇଛନ୍ତି ସ୍ଥାନୀୟ ଲେ।କେ । ଗାଁ ଲେ।କ ମିଶି ନିସ୍ତୁକ ପିଟି ଚାଲିଛନ୍ତି ଚେ।ରକୁ । ଚେ।ରକୁ କାବୁ କରି ଆଇନକୁ ହାତକୁ ନେଇଛନ୍ତି ଗାଁ ଲେ।କେ । ଏମାନେ ଗାଁରେ ବାରମ୍ବାର ଚେ।ରି କରୁଥିଲେ । ଚେ।ରକୁ ଧରିବା ପାଇଁ ରାତିରେ ଜଗି ରହି ଗାଁର କିଛି ଯୁବକ ଚେ।ରକୁ ଧରି ମାଡ ମାରିବା ସହ ଅଟକ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.