କଳାହାଣ୍ଡିରେ ମାଟ୍ରିକ୍ ପରୀକ୍ଷାରୁ ବାଦ୍ ପଡିଲେ ୩ ଛାତ୍ର, ସ୍କୁଲ କର୍ତ୍ତୃପକ୍ଷ କହିଲେ ସର୍ଭର ସ୍ଲୋ ଯୋଗୁଁ ହୋଇପାରିନଥିଲା ଫର୍ମ ଫିଲଅପ୍

Published By : Prameya-News7 Bureau | July 30, 2021 IST

କଳାହାଣ୍ଡି ୩୦।୭: ଆଡମିଟ୍ କାର୍ଡ ପାଇବାରୁ ବାଦ୍ ପଡିଥିବା ୩ ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଧର୍ମଗଡ ପର୍ଲା ଏ.ପି. ଦାସ ନୋଡାଲ ସ୍କୁଲ୍ କର୍ତ୍ତୃପକ୍ଷ ୩ ଛାତ୍ରଙ୍କ ଫର୍ମ ପୂରଣ ପାଇଁ ସର୍ଭର ସ୍ଲୋ କାରଣ ଦର୍ଶାଇ ଫର୍ମ ଫିଲଅପ୍ ହୋଇପାରି ନଥିବା ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଫର୍ମ ପୂରଣ ତାରିଖ ୩ରୁ ୧୫ ଯାଏଁ ରହିଥିବା ବେଳେ ସର୍ଭର ସବୁ ଦିନ କ’ଣ ସ୍ଲୋ ଥିଲା ବୋଲି ଅଭିଭାବକ ଅଭିଯୋଗ ଆଣିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୩ ଛାତ୍ର ପରୀକ୍ଷା ଦେବାରୁ ବାଦ୍ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.