Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କଳାହାଣ୍ଡିରେ ମାଟ୍ରିକ୍ ପରୀକ୍ଷାରୁ ବାଦ୍ ପଡିଲେ ୩ ଛାତ୍ର, ସ୍କୁଲ କର୍ତ୍ତୃପକ୍ଷ କହିଲେ ସର୍ଭର ସ୍ଲୋ ଯୋଗୁଁ ହୋଇପାରିନଥିଲା ଫର୍ମ ଫିଲଅପ୍

30/07/2021 at 11:42 AM

କଳାହାଣ୍ଡି ୩୦।୭: ଆଡମିଟ୍ କାର୍ଡ ପାଇବାରୁ ବାଦ୍ ପଡିଥିବା ୩ ଛାତ୍ର ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଧର୍ମଗଡ ପର୍ଲା ଏ.ପି. ଦାସ ନୋଡାଲ ସ୍କୁଲ୍ କର୍ତ୍ତୃପକ୍ଷ ୩ ଛାତ୍ରଙ୍କ ଫର୍ମ ପୂରଣ ପାଇଁ ସର୍ଭର ସ୍ଲୋ କାରଣ ଦର୍ଶାଇ ଫର୍ମ ଫିଲଅପ୍ ହୋଇପାରି ନଥିବା ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଫର୍ମ ପୂରଣ ତାରିଖ ୩ରୁ ୧୫ ଯାଏଁ ରହିଥିବା ବେଳେ ସର୍ଭର ସବୁ ଦିନ କ’ଣ ସ୍ଲୋ ଥିଲା ବୋଲି ଅଭିଭାବକ ଅଭିଯୋଗ ଆଣିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୩ ଛାତ୍ର ପରୀକ୍ଷା ଦେବାରୁ ବାଦ୍ ପଡିଛନ୍ତି ।

   Related Posts