ମହାକାଳପଡ଼ାରୁ ୨ପ୍ରଜାତିର ୩ ସାପ ଉଦ୍ଧାର

Published By : Prameya-News7 Bureau | September 08, 2018 IST

କେନ୍ଦ୍ରାପଡା ୮/୯ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଓଳିଆ ଗ୍ରାମରୁ ୨ ପ୍ରଜାତିର ୩ ଟି ସାପ ଉଦ୍ଧାର କରିଛି ଜମ୍ବୁ ବନ ବିଭାଗ । ଉଦ୍ଧାର ପରେ ଖରନାସୀ ଲୁଣା ଜଙ୍ଗଲରେ ଛାଡି ଦିଆଯାଇଛି । ଓଳିଆ ଗ୍ରାମର ଚୌତନ ରାଉତଙ୍କ ଘରୁ ଶଙ୍ଖ ମୁଠିଆ ୧ ଟି ରଣା ଓ ବାବୁଲି ବାରିକଙ୍କ ୨ ଟି ଘରୁ ଶଙ୍ଖ ମୁଠିଆ ରଣା ଅନ୍ୟ ଏକ ତମ୍ପ ସାପ ଉଦ୍ଧାର କରିଛି । ଲଗାଣ ବର୍ଷ। ଯୋଗୁ ବିଷଧର ସର୍ପ ଏବେ ଗାଁ ଗଣ୍ଡାକୁ ଚାଲି ଆସୁଛନ୍ତି । ବର୍ଷ।ର ଦୁର୍ଦ୍ଧଶା ପରେ ସାପ ଭୟ ଘାରିଛି ବିପନ୍ନ ପରିବାରକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.